symp

Mahatma Gandhi Questions ?

  • 17/10/2024

ଗାନ୍ଧୀଙ୍କୁ ପ୍ରଶ୍ନ ??? ______ ହେ ବାପୁ, ଏମିତି ଭୁଲ କେମିତି କଲ!!! ହେ ଗାନ୍ଧୀ, ମୁଁ ଆପଣଙ୍କ ବିଷୟରେ ବହୁତ୍ ପଢିଲି , ଅଧ୍ୟୟନ କଲି ଏପରିକି ଆପଣଙ୍କ ନାମକୁ ନେଇ ରାଜନୀତି କରୁଥିବା ଦଳର କର୍ମୀଙ୍କୁ ନିମ୍ନୋକ୍ତ କିଛି ପ୍ରଶ୍ନକଲି, କାରଣ ଆମଭଳି ଅନେକ ସାଧାରଣ ମଣିଷ ଆପଣଙ୍କ ବିଚାରକୁ ସହଜରେ ବୁଝି ପାରିଲେ ନାହିଁ ! କିନ୍ତୁ ଦୁଃଖର କଥା ଉତ୍ତର କୋଉଠି ପାଇଲି ନାହିଁ !!! ୧. ଅନାଦି କାଳରୁ ମୁନି, ଋଷିମାନେ ନିଜ ନିଜ ଆଶ୍ରମରେ ଗାଈ ପାଳନ କରୁଥିବା ବେଳେ ଆପଣ ସାବରମତୀ ଆଶ୍ରମରେ ଛେଳି କାହିଁକି ରଖିଥିଲେ ? ୨. ମଦ, ସିଗାରେଟ, ଗୋଲାପ , ଚେରୁଟ ବ୍ୟବହାର କରୁନଥିବା ଏବଂ ଅତ୍ୟନ୍ତ ସାଧାରଣ ବେଶ ପୋଷାକ ଖାଦ୍ୟ ପେୟ ଚାଲି ଚଳନ ଅଭ୍ୟସ୍ତ ସର୍ଦ୍ଦାର ପଟେଲଙ୍କ ଭଳି ଉଚ୍ଚ ବିଚାର ସମ୍ପନ୍ନ ଭାରତୀୟ ନେତା ଥିବା ବେଳେ ଆଫଗାନିସ୍ଥାନ ମୂଳ ନିବାସୀ, ଅଣ ହିନ୍ଦୁ ଜବାହର ଲାଲ ନେହେରୁଙ୍କୁ ୩୦ କୋଟି ହିନ୍ଦୁ ଜନସଂଖ୍ୟା ଥିବା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କାହିଁକି କଲେ ? ୩. ହିନ୍ଦୁ ମୁସଲମାନ ଗୋଟିଏ ମା'ର ଦୁଇଟି ସନ୍ତାନ ହେଇଥିବା ବେଳେ କେବଳ ମୁସଲମାନ ମାନଙ୍କପାଇଁ ପାକିସ୍ତାନ ଭଳି ମୁସଲମାନ ରାଷ୍ଟ୍ରଟିଏ ଗଠନ କରିବା ବେଳେ ଅବଶିଷ୍ଟ ଖଣ୍ଡିଆ ଅଂଶଟିକୁ ଧର୍ମଶାଳା କାହିଁକି କଲେ ? ୪. ହିନ୍ଦୁ ଘରର ମହିଳା ମାନେ ନିତି ସନ୍ଧ୍ୟାରେ "ରଘୁପତି ରାଘବ ରାଜା ରାମ" ଗାଇ ଆଳତୀ କରୁଥିବା ବେଳେ ଆପଣ ସେଥିରେ "ଈଶ୍ଵର ଆଲ୍ଲା ତେରେନାମ" ପଙ୍କ୍ତି କାହିଁକି ଯୋଡିଲେ ? ୫. ଈଶ୍ୱର ଆଲ୍ଲା ତେରେ ନାମ ମନ୍ଦିରରେ ବଳପୂର୍ବକ ବୋଲାଇଲେ କିନ୍ତୁ କୌଣସି ମସଜିଦରେ ବୋଲାଇଲେ ନାହିଁ କାହିଁକି ? ୬. ଆପଣଙ୍କ ଉଚ୍ଚବିଚାର ବୁଝି ପାରୁନଥିବା ଆଧୁନିକ ଯୁବକ ପଚାରୁଛି ଜାତୀୟ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ନେତାଜୀ ସୁଭାଷ ବୋଷଙ୍କ ଵିରୁଦ୍ଧରେ ଯେଉଁ ପଟ୍ଟାଭି ସୀତାରାମେୟାଙ୍କୁ ଆପଣ ପ୍ରାର୍ଥୀ କରି ଅମାନତ ହରେଇଥିଲେ ସେ ଗଲେ କୁଆଡେ ? ୭. ବାଳୁଙ୍ଗା ଟୋକାଏ ପଚାରୁଛନ୍ତି ସାବରମତୀର ସନ୍ଥଙ୍କ ପାଖରେ ଥିବା ଆଭା ,ମନୁଙ୍କ ଭଳି ତରୁଣୀମାନଙ୍କ ସହିତ ହେଉଥିବା ବ୍ରହ୍ମଚର୍ଯ୍ୟ ପରୀକ୍ଷାରୁ ନିଷ୍କର୍ଷ କ'ଣ ବାହାରିଥିଲା ? ୮. କଟ୍ଟର ହିନ୍ଦୁମାନଙ୍କ ମଧ୍ୟରୁ ଆଜି ଅନେକ ନିଜକୁ ନିଜେ ପ୍ରଶ୍ନ କରନ୍ତି 1936 ମସିହା May 29 ତାରିଖରେ ବମ୍ବେର ଜୁମା ମସଜିଦରେ ଆପଣଙ୍କ ବଡ଼ ପୁଅ ହୀରାଲାଲ ଧର୍ମ ପରିବର୍ତ୍ତନକରି ମୁସଲମାନ ହେଇଗଲା କାହିଁକି ? ୯. ଏବଂ ତା'ର ଦ୍ଵିତୀୟ ଝିଅ ମନୁକୁ ମୁସଲମାନ ମାନେ ଉଠାଇନେଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସତ୍ତ୍ବେ ଅରାଜି ହେବାରୁ ସାମୁହିକ ବଳାତ୍କାରକରି ରାସ୍ତା କଡରେ ଫିଙ୍ଗିଦେବା ବେଳେ ଆପଣ ପ୍ରତିବାଦ ନକରି ନିଜେ ବାକି ସମୟ ତାକୁ ବ୍ରହ୍ମଚର୍ଯ୍ୟ ପରୀକ୍ଷା ନିମିତ୍ତ ବ୍ୟବହାର କଲେ କାହିଁକି ? ୧୦. ଅବୁଝାଏ ଏକଥା ବି ପଚାରନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ମାନେ ଲାଠି, ଗୁଳି, କଳାପାଣି ସଜ୍ଜା, ଆଜୀବନ ସଶ୍ରମ କାରାଦଣ୍ଡ ଭଳି ଲୋମ ଟାଙ୍କୁରା ନିର୍ଯାତନା ପାଉଥିବା ବେଳେ ଆପଣ ଏବଂ ଆପଣଙ୍କ ପଟ୍ଟଶିଷ୍ୟ ନେହେରୁଙ୍କୁ ଇଂରେଜମାନେ ସାମାନ୍ୟ ନିର୍ଯ୍ୟାତନା ଦେଇନଥିଲେ କାହିଁକି ? ୧୧. ଜ୍ଞାନୀ ପଚାରୁଛନ୍ତି "ଅହିଂସା ପରମ ଧର୍ମ, ଧର୍ମେ ହିଂସା ତଥୈବ ଚ" ବା ଧର୍ମକୁ ରକ୍ଷା କରିବାପାଇଁ ହିଂସାର ଆବଶ୍ୟକତା ଅଛି , ଗୀତାର ପୁରା ଶ୍ଳୋକରୁ ଆପଣ ଅଧା ପଢ଼ି ଅଧା ଗାଏବ କରିବାର କାରଣ କ'ଣ ? ୧୨. ଆମ ଦେଶ ଇଂରେଜ ବିରୁଦ୍ଧ ରେ ଲଢ଼ୁଥିବା ବେଳେ ଆପଣ ଇଂରେଜ ସପକ୍ଷରେ ଭାରତୀୟ ସୈନିକ ମାନଙ୍କୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ଲଢ଼ିବାକୁ କାହିଁକି ବାଧ୍ୟ କଲେ ? ୧୩. ଲାହୋର ଜେଲରେ ଅପେକ୍ଷାରତ ଭଗତସିଂ, ଶୁଖଦେବ ଥାପ୍ପର, ଶିବରାମ ହରି ରାଜଗୁରଙ୍କୁ ଫାଶୀ ଦଣ୍ଡରୁ ରକ୍ଷା କରିବା ପାଇଁ 1931 ମସିହା February 14 ତାରିଖ ରେ ତତ୍କାଳୀନ ଜାତୀୟ କଂଗ୍ରେସ ସଭାପତି ପଣ୍ଡିତ ମଦନ ମୋହନ ମାଲବ୍ୟ ଇଂରେଜ ଅଦାଲତରେ ଏକ ଦୟା ଯାଚିକା ଦାଖଲ କରିଥିଲେ l ଏହା ଦାଖଲ କରିବା ପୂର୍ବରୁ ସେ ଏଥିରେ ଦସ୍ତଖତ କରିବା ପାଇଁ ଆପଣଙ୍କ ପାଖକୁ ନେଇ ଯାଇଥିଲେ, ଏହି ଆଶାରେ କି, ତାଙ୍କୁ ସେତେବେଳର ଇଂରେଜ ବଡ଼ଲାଟ ଲର୍ଡ଼ ଇରବିନ କହିଥିଲେ ଯେ ଏଥିରେ ଗାନ୍ଧୀ ଦସ୍ତଖତ କରିଦେଲେ ଆମେ ମୃତ୍ୟୁଦଣ୍ଡ ପ୍ରତ୍ୟାହାର ଉପରେ ବିଚାର କରିବୁ l ଆପଣ ସେଥିରେ ଦସ୍ତଖତ କରି ନଥିଲେ କାହିଁକି ? ୧୪. କଂଗ୍ରେସରେ ନେହେରୁଙ୍କଠାରୁ ଆରମ୍ଭକରି ଆପଣଙ୍କ ପର୍ଯ୍ୟନ୍ତ କେଡେ ବଡ଼ ବଡ଼ ଦକ୍ଷିଣଆଫ୍ରିକା ଓକିଲ ଥିଲେ l କେଜାଣି କାହିଁକି କେହି ଭଗତ ସିଂହଙ୍କ ମୋକଦ୍ଦମା ଲଢ଼ିଲେନି କିମ୍ବା ଆପଣ କାହିଁକି ଲଢିଲେନି ? ଅବଶ୍ୟ ଆପଣଙ୍କ ଦୟାର ପାତ୍ର ହେଇଥିଲେ ଭଗତସିଂହଙ୍କ ପବିତ୍ର ଆତ୍ମା ଜୀବନସାରା ପ୍ରଚଣ୍ଡ ଆତ୍ମଗ୍ଲାନିରେ ଜଳି ଜଳି ମରି ଥାଆନ୍ତା !! ୧୫. ମୋ.ଦା.କ.ଚା ଗାନ୍ଧୀ ! ଆପଣ କୋଉ ଆଡୁ ବୁଝିଲେ ଯେ ଦୁଇ ଲକ୍ଷ ଇଂରେଜମାନଙ୍କ ଶାସନକୁ ବିରୋଧ କରିବା ୩୦କୋଟି ଭାରତୀୟଙ୍କ ପାଇଁ ହିଂସା ପର୍ଯ୍ୟାୟବାଚୀ ? ୧୬. ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ପାଇଁ 14 ଗୋଟି ￰ପ୍ରାଦେଶିକ ଭୋଟ ମଧ୍ୟରୁ ୨ଟି ପ୍ରଦେଶ ଭୋଟ ନେହେରୁଙ୍କୁ ଏବଂ ୧୨ଟି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମିଳିଥିଲା କିନ୍ତୁ ଆପଣ ନେହେରୁଙ୍କୁ କାହିଁକି ପ୍ରଧାନମନ୍ତ୍ରୀ କରିବାକୁ ଜିଦ ଧରିଲେ ? ( ତାହାର ରହସ୍ୟ ଏବେବି ଭାରତର ଅଜ୍ଞାନୀ ମାନବ ଜାଣି ପାରିଲାନି !!! ) ୧୭. ଆପଣ ମହାରାଷ୍ଟ୍ରର ଏକ ଦଳିତ ଗାଁର ମନ୍ଦିରରେ ବଳପୂର୍ବକ ପଶି କୋରାନ ପାଠ କାହିଁକି କରିଥିଲେ ? କାହିଁକି କୌଣସି ମସଜିଦରେ ଗୀତା ପାଠ କରିନଥିଲେ ? ୧୮.￰ସ୍ଥାନୀୟ ମହିଳାଙ୍କ ବିରୋଧ ସତ୍ୱେ ପୋଲିସ ସୁରକ୍ଷା ବଳୟରେ ଆପଣ କୋରାନ ପାଠ ସମ୍ପନ୍ନ କରାଇଲେ l ପୋଲିସ ସେଠାରେ ଅନେକଙ୍କୁ ମାଡ଼ ମାରିବା ସହିତ ଗିରଫ ବି କରିଥିଲା ଏହା କଣ ଅହିଂସା, ବାପୁ ??? ୧୯. ଦେଶ ବିଭାଜନ ବେଳେ ମୁସଲମାମ ବହୁଳ ଅଞ୍ଚଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁମାନଙ୍କୁ ହତ୍ୟା କରା ଯାଉଥିବାବେଳେ ସେଇ ନିୟମ ହିନ୍ଦୁମାନେ ହତ୍ୟାକାରୀ ମାନଙ୍କ ଉପରେ ଲାଗୁ କରାଉଥିବା ବେଳେ ଆପଣ କାହିଁକି ଅନଶନରେ ବସିଲେ ମହାତ୍ମା ? ୧୯. ଆପଣ କାହିଁକି ଅଡ଼ି ଆସିଥିଲେ ଯେ ଭାରତ ମଧ୍ୟଦେଇ ପୂର୍ବପାକିସ୍ତାନରୁ ପଶ୍ଚିମ ପାକିସ୍ତାନକୁ ସଂଯୋଗ କରୁଥିବା 800 ମାଇଲ ଲମ୍ବା 15 ମାଇଲ ଓସାରିଆ ରାସ୍ତା ଟିଏ ପାକିସ୍ଥାନକୁ ଛାଡିଦେବା ପାଇଁ ? ୨୦. ଧର୍ମ ଆଧାରିତ ଭାରତ ବିଭାଜନରେ କେବଳ ମୁସଲମାନଙ୍କ ପାଇଁ, ଆପଣଙ୍କ ସହମତିରେ ପାକିସ୍ଥାନ ପ୍ରତିଷ୍ଠା ହେଲା କିନ୍ତୁ ପୁନଃ ମୁସଲିମଙ୍କୁ ଏଠାରେ ରହିବାକୁ କାହିଁକି ଜିଦ୍ କଲେ ? ୨୧. ଆପଣ ବା କହିଥିଲେ ଦେଶ ବିଭାଜନ ଆପଣଙ୍କ ଶବ ଉପରେ ହେବ ବୋଲି ? କୋଉ ସ୍ବାର୍ଥ ପାଇଁ ଆପଣ ବିଭାଜନକୁ ସ୍ଵୀକୃତି ଦେଲେ ?? ୨୨. ଦେଶକୁ ସ୍ଵାଧୀନ କରିବାକୁ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ ସଂଗ୍ରାମୀ ବଳିଦାନ କଲେ କିନ୍ତୁ କିପରି ଆପଣ ଅଂହିସା ସ୍ଵାଧୀନତାର ପରିଚୟ ଦେଲେ ? ହେ ଗାନ୍ଧୀ ଅନୁଗାମୀ, ଏ'ସବୁର ସନ୍ତୋଷଜନକ ଉତ୍ତର ଆପଣଙ୍କୁ ନିଶ୍ଚୟ ଦେବାକୁ ହେବ। ବାପୁ ତ' ନାହାନ୍ତି , ତାଙ୍କ ଅନ୍ଧଭକ୍ତ ବୋଲାଉଥିବା ଗାନ୍ଧୀବାଦି ଯଦି ଉପରୋକ୍ତ ପ୍ରଶ୍ନର ଉତ୍ତର ରଖି ମୋ' ସନ୍ଦେହ ଦୂର କରନ୍ତି , ତେବେ ମୁଁ ଚିରୋପକୃତ ହେବି । ଭାରତ ମାତା କି ଜୟ

Previous Post Next Post